Download Now Banner

This browser does not support the video element.

ଲାଞ୍ଜିଗଡ: ଗୁଣିଗାରେଡ଼ି ସନ୍ଦେହରେ‌ ପୁଣି ଏକ ହତ୍ୟାକାଣ୍ଡ : ୫ ଅଭିଯୁକ୍ତ କୋର୍ଟଚାଲାଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

Lanjigarh, Kalahandi | Sep 4, 2025
ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ‌ ଘଟିଛି ତିନୋଟି ହତ୍ୟାକାଣ୍ଡ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନା ଅଞ୍ଚଳରେ ମେରାଙ୍ଗପଦର ଗାଁର ସାନ୍ଦୁ ମାଝୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବିଶ୍ଵନାଥପୁର ପୁଲିସ। ପୂର୍ବରୁ ଲାଞ୍ଜି ପଞ୍ଚାୟତ କାଣ୍ଡାମା ଓ ବେଡ଼ାଗାଁ ପଞ୍ଚାୟତ ମନସ୍ତରା ପରେ ଗତକାଲି କୁମଖାଲ ପଞ୍ଚାୟତ ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ‌ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ପୁଲିସକୁ ସଫଳତା ମିଳିଛି।
Read More News
T & CPrivacy PolicyContact Us