This browser does not support the video element.
ଧର୍ମଗଡ: କଲମପୁର ଦେଶୀ ମଦ ଭାଟି ନିକଟରେ ବାଇକ ଦୁର୍ଘଟଣା ବାଇକ୍ ଚାଳକ ଗୁରୁତର ବୁଧବାର ଦିନ ସାଢେ
Dharamgarh, Kalahandi | Aug 27, 2025
ବୁଧବାର ଦିନ ସାଢେ ୧୨ଟା ବେଳେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ଦେଶୀ ମଦ ଭାଟି ନିିକଟରେ ଘଟିଛି ଏକ ବାଇକ ଦୁର୍ଘଟଣା . ଏଥିରେ ବାଇକ ଚାଳକ ଗୁରୁତର ହେଇଥିବା ବେଇଳଳ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦଇର୭ ଭର୍ତି କରିଛନ୍ତି ।