Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ୨୯ ଯାଏଁ ପବନ ବର୍ଷା ହେବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ

Baripada M, Mayurbhanj | Aug 24, 2025
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ୨୯ ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ୭ ରୁ ୧୧ ସେଣ୍ଟିମିଟର ବର୍ଷା ଓ ବଜ୍ରପାତ ହେବାନେଇ ୟୋଲ ୱାର୍ଣିଂ ଜାରୀ ହୋଇଛି। ଏନେଇ ରବିବାର ଦିନ ପ୍ରାୟ ୧୨.୪୫ ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି ଏହି ୱାର୍ଣିଂ ଜାରୀ କରାଯାଇଛି।
Read More News
T & CPrivacy PolicyContact Us