Download Now Banner

This browser does not support the video element.

ନୂଆପଡା: ବାଦୀ ଗ୍ରାମ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ କନିଷ୍ଠ କିରାଣୀ ମହସଂଘର ବୈଠକ ଅନୁଷ୍ଠିତ

Nuapada, Nuapada | Aug 31, 2025
ବାଦୀ ଗ୍ରାମ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ କନିଷ୍ଠ କିରାଣୀ ମହସଂଘର ଏକ ବୈଠକ ଆଜି ୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଓ କଳାହାଣ୍ଡି କିରାଣୀ ମହସଂଘ ପକ୍ଷରୁ ବୈଠକ ଆହୋଜନ ହୋଇଥିବା ବେଳେ ବୈଠକରେ ସଞ୍ଜୀବ କୁମାର ବିଶି ସଭାପତିତ୍ବ କରିଥିଲେ। ଏଥିରେ କିରାଣୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କିରାଣୀ ମାନଙ୍କ ଜିପି ୪୨୦୦ କୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା। ବୈଠକରେ ଦାମୋଦର ଦଣ୍ଡସେନା, ପଞ୍ଚୁଦେବ ହଂସ, ଉଦ୍ଧବ ମେହେର, ଅଜିତ ପ୍ରସାଦ ଦାସ, ମନୋଜ ମହାନ୍ତି, ଗଜିନ୍ଦ୍ର ମେହେର, ନେହେରୁ ବେହେରା, ଲିଙ୍ଗରାଜ ସାହୁ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us