Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ଟ୍ରାନ୍ସଫର୍ମର କଏଲ ଚୋରି ନେଇ ଥାନାରେ ଅଭିଯୋଗ

Kamakshyanagar, Dhenkanal | Aug 2, 2025
କାମାକ୍ଷାନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ଗତକାଲି ରାତିରେ ଟ୍ରାନ୍ସଫର୍ମର କଏଲ ଚୋରୀ ଶନିବାର ୧୨ଟାରେ ଥାନାରେ ଅଭିଯୋଗ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ଏଠାରେ ଗଛିତ ଥିବା ଟ୍ରାନ୍ସଫର୍ମରର କଏଲକୁ ଚୋରୀ କରି ନେଇ ଯାଇଛି ଶନିବାର ଏନେଇ ବିଭାଗ ତରଫରୁ ଥାନାରେ ହୋଇଛି ଅଭିଯୋଗ ।
Read More News
T & CPrivacy PolicyContact Us