This browser does not support the video element.
ମୋହନା: ଗୋବିନ୍ଦପୁର ଗାଁ ନିକଟ ରେ ଅଟୋ ବାଇକ ମୁହାଁ ମୁହିଁ ଧକ୍କା, ୫ ଗୁରୁତର, ୮ ଆହାତ।
Mohana, Gajapati | Sep 18, 2025
ଅଟୋ ବାଇକ ମୁହାଁ ମୁହିଁ ଧକ୍କା, ୫ ଗୁରୁତର, ୮ ଆହାତ।ଆଜି ଦିନ ଗୋଟାଏ ସମୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ଗାଁ ନିକଟରେ। ଏକ ଅଟୋ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ରୂ ପାଖା ପାଖି ୧୦ ରୂ ଉର୍ଦ୍ଧ ଲୋକେ ରେସନ ସାମଗ୍ରୀ ଆଣୁଥୁବା ବେଳେ ବିପରୀତ ଦିଗରୁ ଏକ ବାଇକ ଧକ୍କା ଦେଇଥିଲା। ଯାହା ଫଳରେ ଅଟୋ ଟି ସେଠାରେ ଓଲଟି ପଡିଥିଲା। ଅଟୋ ରେ ଥିବା ସମସ୍ତ ଯାତ୍ରୀ ଆହାତ ହୋଇଥିବା ବେଳେ ବାଇକ ରେ