Install App
angulkhabar123
This browser does not support the video element.
ଅନୁଗୋଳ: ପୁରୁଣାକୋଟ ଥାନାର ନୂତନ ଆଇଆଇସିଙ୍କୁ ସାତକୋଶିଆ ବିଜେପି ମଣ୍ଡଳ ପକ୍ଷରୁ ଦିଆଗଲା ସ୍ୱାଗତ ସମ୍ବର୍ଦ୍ଧନା
Anugul, Angul | Sep 4, 2025
ଅନୁଗୋଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ପୁରୁଣାକୋଟ ଥାନାର ନୂତନ ଆଇଆଇସିଙ୍କୁ ସାତକୋଶିଆ ବିଜେପି ମଣ୍ଡଳ ପକ୍ଷରୁ ଗୁରୁବାର ଦିନ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଛି। ଥାନା ଅଂଚଳରେ କିପରି ଭାବରେ ଶାନ୍ତି ଶୃଙ୍ଖଳା ଠିକ୍ ରହିବ ସେ ବିଷୟରେ ଆଲୋଚନା କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!