Download Now Banner

This browser does not support the video element.

ନୟାଗଡ: ପଣ୍ଡୁସର୍ ବ୍ରିଜ ନିକଟରେ ଦୁର୍ଘଟଣା, ଜଣେ ଗୁରୁତର ଭାବେ ଆହତ ସୂଚନା

Nayagarh, Nayagarh | Sep 8, 2025
ପଣ୍ଡୁସର୍ ବ୍ରିଜ ନିକଟରେ ଦୁର୍ଘଟଣା, ଜଣେ ଗୁରୁତର ଭାବେ ଆହତ ସୂଚନା। ସୂଚନା ମୁତାବକ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ପଣ୍ଡୁସର୍ ବ୍ରିଜ ନିକଟରେ ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର ଭାବେ ଆହତ ସୂଚନା ମିଳିଛି । ଘଟଣା ସ୍ଥଳରୁ ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଆମ୍ବୁଲସ ଯୋଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us