Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ଅଂଚଳରେ ଆସନ୍ତାକାଲି ବିଦ୍ୟୁତ ସରବରାହ ବନ୍ଦ ନେଇ ଓପିଟିସିଏଲ୍ ପକ୍ଷରୁ ଦିଆଗଲା ସୂଚନା

Orient, Jharsuguda | Sep 11, 2025
ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ଅଂଚଳରେ ଆସନ୍ତାକାଲି ବିଦ୍ୟୁତ ସରବରାହ ବନ୍ଦ ନେଇ ଓପିଟିସିଏଲ୍ ପକ୍ଷରୁ ଦିଆଗଲା ସୂଚନା l ସୂଚନା ଅନୁଯାୟୀ, ଆସନ୍ତାକାଲି ୧୨ ତାରିଖ ୧୩୨/୩୩ କେ.ଭି. ଲଖନପୁର, ବ୍ରଜରାଜନଗର ଏବଂ ବୁଢ଼ୀପଦର ଗ୍ରୀଡ୍ ସବଷ୍ଟେସନ ଗୁଡ଼ିକରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ l
Read More News
T & CPrivacy PolicyContact Us