Download Now Banner

This browser does not support the video element.

ବଡସାହି: ବେତନଟୀ ବ୍ଲକଅଫିସରେ ଲଘୁ ଖଣିଜ ସମ୍ପଦର ସୁରକ୍ଷା ଓ ଚୋରାଚାଲାଣ ରୋକିବା ନେଇ ଜୋଏଣ୍ଟ ଟାସ୍କଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକ,ଯୋଗଦେଲେ ଅଧିକାରୀ

Barsahi, Mayurbhanj | Sep 2, 2025
ବେତନଟୀ ବ୍ଲକରେ ଲଘୁ ଖଣିଜ ସମ୍ପଦର ସୁରକ୍ଷା ଏବଂ ଚୋରା ଚାଲାଣ ରୋକିବା ନିମନ୍ତେ ମଙ୍ଗଳବାର ଅପରାହ୍ନ ଚାରିଟାରେ ବେତନଟୀ ବ୍ଲକ ଅଫିସରେ ବେତନଟୀ ତହସିଲଦାରଙ୍କ ଅତିରିକ୍ତ ଦାୟୀତ୍ୱରେ ଥିବା ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାରଙ୍କ ଅଧ୍ୟକ୍ଷତାରେ ଜୋଏଣ୍ଟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ସୁଶାନ୍ତ କୁମାର ସୁତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୋଏଣ୍ଟ ଟାସ୍କଫୋର୍ସ ବୈଠକରେ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l
Read More News
T & CPrivacy PolicyContact Us