Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ ସହରର ବ୍ରାହ୍ମଣ ପଡ଼ା ଦୟା ଧର୍ମଶାଳା ଦୂର୍ଗା ପୂଜା ମଣ୍ଡପ ପରି ବିଭିନ୍ନ ମଣ୍ଡପ ରେ ମାଁ ଦୂର୍ଗା ଙ୍କ ମହାଷ୍ଟମୀ ପୂଜା ପାଳିତ

Sundargarh Town, Sundargarh | Sep 30, 2025
ସୁନ୍ଦରଗଡ ମଙ୍ଗଳ ବାର ସଂଧ୍ୟା ୬ ଟା ସମୟର ସୂଚନା ଅନୁଯାୟୀ ସହରର ବ୍ରାହ୍ମଣ ପଡ଼ା ଦୟା ଧର୍ମଶାଳା ଦୂର୍ଗା ପୂଜା ମଣ୍ଡପ ପରି ବିଭିନ୍ନ ମଣ୍ଡପ ରେ ମାଁ ଦୂର୍ଗା ଙ୍କ ମହାଷ୍ଟମୀ ପୂଜା ଧୁମ୍ ଧାମରେ ପାଳନ ହେଉଛି
Read More News
T & CPrivacy PolicyContact Us