This browser does not support the video element.
ବରୀ ରାମଚନ୍ଦ୍ରପୁର: କୋରେଇ ବିଜେଡି ପକ୍ଷରୁ ନହକା ବାଇପାସ ଛକ ନିକଟରେ ନୂତନ କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ
Bari Ramachandrapur, Jajpur | Aug 27, 2025
କୋରେଇ ବିଜେଡି ପକ୍ଷରୁ ନହକା ବାଇପାସ ଛକ ନିକଟରେ ନୂତନ କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ l ଆଜି ପବିତ୍ର ଗଣେଶ ପୂଜା ଅବସରରେ କୋରେଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ରାଜ୍ୟ ବିଜେଡି ଉପସଭାପତି ଯଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ କୋରେଇ ଓ ବ୍ୟାସନଗରର ଅଞ୍ଚଳ ର ବହୁ ବିଜେଡି ଯୁବ, ମହିଳା ଓ ବରିଷ୍ଠ କର୍ମକର୍ତା ମାନେ ଉପସ୍ଥିତ ଥିଲେ l