Download Now Banner

This browser does not support the video element.

ନର୍ଲା: ମନରେଗା ମହା ଦୁର୍ନୀତି ଗନ୍ତା ଘର ସାଜିଛି ପଲମ୍ ପଞ୍ଚାୟତର କେନ୍ଦୁ ବାହାଲି ଗାଁ

Narala, Kalahandi | Sep 13, 2025
ମନରେଗା ମହା ଦୁର୍ନୀତି ଗନ୍ତା ଘର ସାଜିଛି ପଲମ୍ ପଞ୍ଚାୟତର କେନ୍ଦୁ ବାହାଲି ଗାଁ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ ମ ନରେଗା ଯୋଜନା ପ୍ରଣୟନ କରି ଅର୍ଥ ମଞ୍ଜୁର କରୁଥିଲେ ମଧ୍ୟ ସେହି ଯୋଜନା ର ଅର୍ଥ କୁ ବିଭିନ୍ନ ଉପାୟ ରେ ଆତ୍ମସାତ୍ କରୁଥିବା ଅଭିଯୋଗ ଆସିଛି କଳାହାଣ୍ଡି, ଜିଲ୍ଲା ନର୍ଲାବ୍ଲକ ପଲମ ଗ୍ରାମ ପଞ୍ଚାୟତ କେନ୍ଦୁବାହାଳି ଗ୍ରାମରେ । ଗାଁ ରେ ମାଟିକାମ ରେ ମହା ଦୁର୍ନୀତି ର ଅଭିଯୋଗ ହେଉଛି l କେନ୍ଦୁବାହାଳିରେ ମନରେଗା କାର୍ଯ୍ୟରେ ଟିସିବ ମାଟି କାମରେ କାମ କରି ନ ଥିବା ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଣ ହେଉଥିବା ଅଭିଯୋଗ।
Read More News
T & CPrivacy PolicyContact Us