This browser does not support the video element.
ସଦର: ଭୁବନେଶ୍ୱର ଠାରେ ପଂଚାୟତ ରାଜ ମନ୍ତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲାର ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଭେଟି ଜିଲ୍ଲାର ଦାବୀ ଜଣାଇଲେ
Sadar, Kalahandi | Sep 10, 2025
ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ମାନ୍ୟବର ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ Rabi Narayan Naik ଙ୍କ ସହିତ କଳାହାଣ୍ଡି ଜିଲ୍ଲାରୁ ଆସିଥିବା ବିଜେପି ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ସହ ସାକ୍ଷାତ କରି କଳାହାଣ୍ଡି ଜିଲ୍ଲାର ମୂଳଭୂତ ଆବଶ୍ୟକତା ଓ ସମସ୍ୟାବଳୀ ସମ୍ପର୍କରେ ସୂଚିତ କରି କଳାହାଣ୍ଡି ଜିଲ୍ଲାର ଗ୍ରାମୀଣ ଅବସ୍ଥା, ପାନୀୟ ଜଳ ସୁବିଧା, ଗ୍ରାମ୍ୟ ଉନ୍ନୟନ, ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟା ସହିତ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା