Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ହରିଦାସପୁରରେ ଜମି ବିକ୍ରି କୁ ନେଇ ବାପା ଏବଂ ଶଶୁର ଘର ଲୋକଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପାହାଳ ଥାନା ପୋଲିସ

Bhubaneswar M Corp, Khordha | Aug 27, 2025
ହରିଦାସପୁରରେ ଜମି ବିକ୍ରି କୁ ନେଇ ବାପା ଏବଂ ଶଶୁର ଘର ଲୋକଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପାହାଳ ଥାନା ପୋଲିସ | ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ସାନ ପୁଅ । ସେ ଏକ ମାମଲାକୁ କେନ୍ଦ୍ରକରି ପୂର୍ବରୁ କୋର୍ଟ ଚାଲାଣ ହୋଇଥିଲେ । ତାଙ୍କ ପୁଅର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପତ୍ନୀ ତାଙ୍କୁ କୋର୍ଟରୁ ବେଲରେ ମୁକୁଳାଇ ଆଣିଥିଲେ । ଘରକୁ ଆସିବା ପରେ ଆର୍ଥିକ ସମସ୍ୟାରୁ ମୁକୁଳିବା ଲାଗି ସେ ଜମି ବିକ୍ରି କରିବା ଲାଗି ପ୍ରୟାସ କରିଥିଲେ । ତାଙ୍କର ଏହି ପ୍ରସ୍ତାବରେ ପରିବାର ସଦସ୍ୟ ରାଜି ନହେବାରୁ ସେ ଘରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ।
Read More News
T & CPrivacy PolicyContact Us