This browser does not support the video element.
ଲାଞ୍ଜିଗଡ: ଲାଞ୍ଜିଗଡ଼ ମିଶନ ଶକ୍ତି ଭବନ ଠାରେ ଜିପିଏଲ୍ଏଫ୍ କର୍ମୀଙ୍କ ଗଣଧାରଣା ରେ ପହଞ୍ଚି ଆଲୋଚନା କଲେ ଅଧ୍ୟକ୍ଷା ଓ ସମିତି ସଭ୍ୟ ସଂଘ
Lanjigarh, Kalahandi | Sep 27, 2025
ଓଡ଼ିଶା ର ସମସ୍ତ ବ୍ଲକରେ ଜିପିଏଲ୍ଏଫ୍ କର୍ମୀମାନେ ୬ମାସର ଦରମା ଦାବି ସହିତ ବିଭିନ୍ନ ଉଦ୍ଧେଶ୍ୟ କୁ ଗଣଧାରଣା ଦେଇଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସମ୍ମୁଖରେ ବ୍ଲକର ୨୬ ଗୋଟି ପଞ୍ଚାୟତରୁ ଏମ୍ବିକେ,ସିଆରପି,ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣିମିତ୍ର ସମେତ ସମୁଦାୟ ୨୨୭ ଜଣ କର୍ମୀ ସାମିଲ ହୋଇଛନ୍ତି ଜିପିଏଲ୍ଏଫ୍ କର୍ମୀମାନେ ଗଣଧାରଣା ଦେଇଛନ୍ତି। ପୂର୍ବରୁ ଏହି ଜିପିଏଲ୍ଏଫ୍ କର୍ମୀମାନଙ୍କୁ ଯେଉଁଭଳି ଭାବେ ଦରମା ଦିଆଯାଉଥିଲା ଠିକ୍ ସେହି ନିୟମ ଆଧାରରେ କର୍ମିମାନଙ୍କୁ ସାମିଲ କରି ଦରମା ଦେବାକୁ ଦାବି ନେଇ ଧାରଣା।