Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ପୋଲିସ୍ ଦ୍ବାରା ବିଜେପି କର୍ମକର୍ତ୍ତାଙ୍କ ସାମାଜିକ ଗଣ ମାଧ୍ୟମରେ ଗାଳି ଦେଇ ଯୁବକ ଗିରଫ

Baudh Sadar, Boudh (Bauda) | Aug 26, 2025
ମଙ୍ଗଳବାର ଦିନ ବୌଦ୍ଧ ପୋଲିସ୍ ପକ୍ଷରୁ ବିଜେପି କର୍ମକର୍ତ୍ତା ମାନଙ୍କୁ ସାମାଜିକ ଗଣ ମାଧ୍ୟମରେ ଗାଳି ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ବଘିଆ ପଡା ଗ୍ରାମର ଜନୈକ ଯୁବକ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ବୌଦ୍ଧ ବିଧାୟକ, ନଗର ମଣ୍ଡଳ ସଭାପତି, ବିଜେପି କର୍ମକର୍ତ୍ତା ଓ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଥିଲା | ବିଜେପି ନଗର ମଣ୍ଡଳ ସଭାପତି ଓ ଅନ୍ୟମାନେ ଅଭିଯୋଗ କରିଥିଲେ |
Read More News
T & CPrivacy PolicyContact Us