Download Now Banner

This browser does not support the video element.

ଟିଟିଲାଗଡ: ନୂଆପଡ଼ାର ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କ ଆକସ୍ମିକ ବିୟୋଗ ଯୋଗୁଁ ଆସନ୍ତା କାଲି ହେବାକୁ ଥିବା ସଇଁତଳା ବନ୍ଦ ସ୍ଥଗିତ

Titlagarh, Balangir | Sep 8, 2025
ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଆକସ୍ମିକ ବିୟୋଗ ହୋଇଥିବାରୁ ଆସନ୍ତା କାଲି ହେବାକୁ ଥିବା ସଇଁତଳା ବନ୍ଦ କାର୍ଯ୍ୟକ୍ରମକୁ ସ୍ଥଗିତ କରାଗଲା। ଆଗାମୀ ବନ୍ଦ ନିଷ୍ପତି କୁ ନେଇ ଅଳ୍ପ ଦିନ ମଧ୍ୟରେ ସୂଚନା ଦିଆଯିବା। ନିବେଦକ- ବିଜୁ ଜନତା ଦଳ ସଇଁତଳା
Read More News
T & CPrivacy PolicyContact Us