This browser does not support the video element.
ନୂଆପଡା: ସିନାପାଲି ଠାରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ ଓ କବିତା ଆସର ଅନୁଷ୍ଠିତ
Nuapada, Nuapada | Aug 24, 2025
ନୂଆପଡ଼ା ଜିଲ୍ଲା ସାହିତ୍ଯଝର ତରଫରୁ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ କବିତା ଆସର ସିନାପାଲି ଠାରେ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ସଂଯୋଜକ ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ମୁଖ୍ଯଅତିଥି ଭାବରେ ଦୈନିକ ଅପରାହ୍ଣର ସଂପାଦକ ବଂଶୀଧର ଜେନା ଓ ସମ୍ମାନିକ ଅତିଥି ଭାବରେ ଶ୍ରୀଲିପ୍ତା ପ୍ରିଣ୍ଟମିଡିଆର ପରିଚାଳନା ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦାସ, ସ୍ତମ୍ଭକାର ରବୀନ୍ଦ୍ରନାଥ ଯୋଷୀ, କଳାହାଣ୍ତି ଜିଲ୍ଲା ସଂଯୋଜକ ଭାଗିରଥୀ ସାଗର, ଏସଏସକେପି ନିର୍ଦ୍ଦେଶକ ତ୍ରିନାଥ ମେହେର ଯୋଗ ଦେଇଥିଲେ।