Download Now Banner

This browser does not support the video element.

ଧର୍ମଗଡ: ପ୍ରୟର ପ୍ରସାର ଅଭାବ ଆସିଲେନି ଋଷୀ ଏବଂ ଅଧିକାରୀ ବାତିଲ ହେଲା ମୀନଗୁର ଧାନ ମଣ୍ଡି ଠାରେ ଆୟୋଜିତ ହେବାକୁ ଥିବା ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ

Dharamgarh, Kalahandi | Aug 30, 2025
ଶନିବାର କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ମାଧ୍ୟମରେ ଆକାଂକ୍ଷ ଜିଲ୍ଲା ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅଧିନସ୍ତୁ ମୀନଗୁର ଧାନ ମଣ୍ଡି ଠାରେ ପ୍ରଧଧନ ମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମ୍ବନ୍ଧରେ କୃଷକଙ୍କୁ ସଚେତନ କରିବା ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥ୍ । ଏହି କାର୍ଯ୍ୟକ୍ରମ ଆୟୋଜନରେ ଭୁବନେଶ୍ୱରର ସଂସ୍ଥାକୁ ଦାଇତ୍ଵ ଦିଆଯାନଥିଲା। କିନ୍ତୁ ସଂସ୍ଥା ପକ୍ଷରୁ ଆବଶ୍ୟକ ପ୍ରଚାର ପ୍ରସାର ହେଇନଥିବା ଯୋଗୁଁ ଚାଷୀ ଏବଂ ଅଧିକାରୀ ଉପସ୍ଥିତ ନହେବାରୁ ଚାଷୀ ମଧ୍ୟରେ ଅସନ୍ତୋଷ। ଏହି କାରଣରୁ ଶେଷରେ କାର୍ଯ୍ୟକ୍ରମ ବାତିଲ ହେଇଥିଲା।
Read More News
T & CPrivacy PolicyContact Us