Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ମନରେଗା ଯୋଜନା ,ଶିକ୍ଷା ଓ ଯୋଗାଣ ବିଭାଗର ଜନ ଶୁଣାଣୀ ଶିବିର ଅନୁଷ୍ଠିତ

Lakshmipur, Koraput | Sep 4, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ୨୦୨୫-୨୬ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ.ମଞ୍ଚାସୀନ ଅତିଥି ଭାବେ , ବିଡ଼ିଓ ମିଲନ କୁମାର ଝାଙ୍କର, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦିପ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ହଳଧର ସିଅଲ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ୧୬ ଟି ପଞ୍ଚାୟତ ର ଯୋଗାଣ ସହାୟକ, ସମସ୍ତ ,ଏ ଡି ଓ ଏବଂ ପଞ୍ଚାୟତ ର ସଶିଆଲ ଅଡିଟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us