Download Now Banner

This browser does not support the video element.

ବଡସାହି: ବେତନଟୀ ବଜାର ଉପକଣ୍ଠ ଶୁଖିଲାହାର ସାମିଲ ମହୁଲିଆ ଗ୍ରାମରେ ସାନଭାଇକୁ ବଡଭାଇର ଆକ୍ରମଣ, ଧମକଚମକ ଓ ଗାଳିଗୁଲଜକୁ ନେଇ ମାମଲାରୁଜୁ

Barsahi, Mayurbhanj | Aug 23, 2025
ବେତନଟୀ ବଜାର ଉପକଣ୍ଠ ଶୁଖିଲାହାର ସାମିଲ ମହୁଲିଆ ଗାଁରେ ସାନଭାଇକୁ ବଡଭାଇର ଆକ୍ରମଣ, ଗାଳିଗୁଲଜ ଓ ହତ୍ୟା ଧମକ ଅଭିଯୋଗରେ ଶନିବାର ରାତି ଏଗାରଟାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭକଲା ପୁଲିସ l ଏତଲାକାରୀ ଜୟରାମ ମହାନ୍ତଙ୍କ ପୁଅ ମେଘନାଦ ମହାନ୍ତଙ୍କ ଅଭିଯୋଗ ମୁତାବକ କୌଣସି କଥା ନଥାଇ ହଠାତ ବଡଭାଇ ବାଦଲ ମହାନ୍ତ ଚୁଟି ଗୁଚ୍ଛାକୁ ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ଆକ୍ରମଣ ପୂର୍ବକ ହତ୍ୟାଧମକ ଦେଇଥିଲେ l
Read More News
T & CPrivacy PolicyContact Us