Install App
dhenkanalknagar
This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ମହିମା ଟୁଙ୍ଗିରେ ଗୁରୁବାର ୬ଟାରେ ନୁଆଁ ଖାଇ ଅନୁଷ୍ଠିତ ସାଧୁ ଓ ଭକ୍ତ ଏକାଠି ଖାଇଲେ କଦଳୀ ପତ୍ରରେ
Kamakshyanagar, Dhenkanal | Aug 28, 2025
କାମାକ୍ଷାନଗର ମହିମା ଟୁଙ୍ଗିରେ ଗୁରୁବାର ୬ଟାରେ ନୁଆଁ ଖାଇ ଅନୁଷ୍ଠିତ ସାଧୁ ଓ ଭକ୍ତ ଏକାଠି ଖାଇଲେ କଦଳୀ ପତ୍ରରେ ।ଅଲେଖ ମହିମାକୁ ପ୍ରଥମ ଭୋଗ ଅର୍ପଣ କରିବା ପରେ ପାଳନ କରାଯାଏ ନୁଆଁ ଖାଇ ପର୍ବ ।ଢେଙ୍କାନାଳ ଜିଲା କାମାକ୍ଷାନଗର ମହିମା ଟୁଙ୍ଗିରେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୁଆଁ ଖାଇ ପାଳନ କରାଯାଇଛି ।ଏଠାରେ ସାଧୁ ଓ ଭକ୍ତ ଏକାଠି ସାମୁହିକ ଭାବରେ କଦଳୀ ପତ୍ରରେ ନୁଆଁ ଖାଇଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!