Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବୋଧଙ୍ଗ ସାଧୁପୁର ରାସ୍ତାରେ ଅସ୍ତ୍ରଶସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟ

Cuttack M Corp PS, Cuttack | Sep 8, 2025
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଖଣ୍ଡସାହି ରୋଡ ବୋଧଙ୍ଗ ସାଧୁପୁର ରାସ୍ତାରେ ଦୃର୍ବୁତ୍ତମାନେ ଆତଙ୍କ ଖେଳେଇଛନ୍ତି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଲୁଟ କରିଛନ୍ତି। ମହିଳାଙ୍କ ନିକଟରୁ ସୁନା ଚେନ, ପର୍ସ, ମୋବାଇଲ ଓ ସ୍କୁଟି ଚାବି ଆଦି ଲୁଟ କରିଛନ୍ତି ଲୁଟେରା। ସୋମବାର ଅପରାହ୍ନ ୪ ଟା ସମୟରେ ଏହି ଘଟଣା ଘଟିଛି। ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us