Download Now Banner

This browser does not support the video element.

କେନ୍ଦୁଝର ସହର: ଶାଳଣିଆ ଗ୍ରାମପଞ୍ଚାୟତ, ବିଷ୍ଣୁପୁରର ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ପୋଖରୀରେ ବୁଡି ମୃତଘଟଣାରେ , ଶେଷ ଦର୍ଶନ କଲେ ବିଧାୟକ

Kendujhar Town, Kendujhar | Sep 30, 2025
ହାଟଡିହି ବ୍ଲକ, ଶାଳଣିଆ ଗ୍ରାମପଞ୍ଚାୟତ, ବିଷ୍ଣୁପୁରର ଆଦର୍ଶ ବିଦ୍ୟାଳୟ ଛାତ୍ର ଓ ଶ୍ରୀଯୁକ୍ତ ସୁଶାନ୍ତ ଜେନାଙ୍କ ପୁତ୍ର ସାଇ ରଞ୍ଜନ ଜେନା, ହଷ୍ଟେଲରେ ଥିବା ସମୟରେ ଆଜି ସକାଳେ ହାଟଡିହି, ଜଳକଳଙ୍ଗର ଏକ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଖବର ପାଇ, ଆନନ୍ଦପୁର ବିଧାୟକ Abhimanyu Sethi ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଆମ ଆଗତ ଭବିଷ୍ୟତ ଏପରି ଭାବରେ ମୃତ୍ୟୁରେ ବିଚଳିତ ହୋଇପଡିଛି ଅଞ୍ଚଳ l
Read More News
T & CPrivacy PolicyContact Us