Download Now Banner

This browser does not support the video element.

ତଲସରା: କୁତ୍ରା ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଭଲିବଲ ଓ ହେଣ୍ଡବଲ ଚମ୍ପିଆନସିପ ଅନୁଷ୍ଠିତ

Talasara, Sundargarh | Sep 4, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର କୁତ୍ରା ପିଏମଶ୍ରୀ ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଭଲିବଲ ଓ ହେଣ୍ଡବଲ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମ୍ବଲପୁର ର ଆଞ୍ଚଳିକ ନିର୍ଦ୍ଦେଶକ ଅମୁଲ୍ୟ କୁମାର ପଧାନ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବ ରେ ଜେଏସଡ୍ଲ ର ସିଏସଆର ମୁଖ୍ୟ ସଂଗ୍ରାମ କେଶରୀ ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us