Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ପୁଲିସ ଦ୍ୱାରା ସାହୁ କଲୋନୀ ଅଞ୍ଚଳରେ ଚଢ଼ଉ ନିଶା କଫ ସିରଫ ଜବତ, ଜଣେ ଗିରଫ

Sambalpur M, Sambalpur | Sep 1, 2025
ବେଆଇନ ନିଶା କାରବାର ଖବର ପାଇ ଟାଉନ ପୁଲିସ ସାହୁ କଲୋନୀ ଅଞ୍ଚଳରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଦଲେଇପଡା ନିବାସୀ କାମେଶ ସାହା ନିକଟରୁ ୬୦ଟି ନିଶା କଫ ସିରପ, ୩ଟି ଷ୍ଟ୍ରିପ ନିଶା ବଟିକା, ଏକ ପ୍ଲାଷ୍ଟିକ ଜାରକିନରେ ପ୍ରାୟ ୪ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୭ଟି ଦେଶୀ ପାଉଚ, ଏକ ମୋବାଇଲ ଫୋନ ଓ ୫୨୫୦ ଟଙ୍କା ପୁଲିସ ଜବତ କରିଥିଲା । ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକଙ୍କ ନାମରେ ବିଭିନ୍ନ ଥାନାରେ ପ୍ରାୟ ୧୮ଟି ମାମଲା ରହିଥିବାର ଟାଉନ ପୁଲିସ କହିଛି ।
Read More News
T & CPrivacy PolicyContact Us