This browser does not support the video element.
ବଡଚଣା: ସୁଙ୍ଗୁଡା ଗାଁର ଭାଇଚାରା ନଷ୍ଟ ନକରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କଲେ ଉଭୟ ହିନ୍ଦୁ ମୁସଲିମ ବୃଦ୍ଧିଜୀବି
Badachana, Jajpur | Sep 28, 2025
ସୁଙ୍ଗୁଡା ଗାଁର ଭାଇଚାରା ନଷ୍ଟ ନକରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କଲେ ଉଭୟ ହିନ୍ଦୁ ମୁସଲିମ ବୃଦ୍ଧିଜୀବି l ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୁଙ୍ଗୁଡା ଗ୍ରାମରେ କିଛି ଦିନ ତଳେ ମଠ ଓ ମସଜିଦକୁ ନେଇ ଗଣ ମାଧ୍ୟମରେ ବିବାଦୀୟ ଖବର ପ୍ରସାରଣ କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ଓ ମଠ ମହନ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ହିନ୍ଦୁ ମୁସଲିମ ଭାଇଚାରାର ସମ୍ପର୍କ ଅକ୍ଷୁର୍ଣ୍ଣ ରଖିବାକୁ ନିବେଦନ କରିଛନ୍ତି।