This browser does not support the video element.
କଣ୍ଟାମାଳ: କନେକପୁର ଗ୍ରାମରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଅନ୍ତର୍ଗତ ସୁତା ରଙ୍ଗ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ
Kantamal, Boudh (Bauda) | Sep 3, 2025
ବୁଧବାର ଦିନ ବୌଦ୍ଧ ବ୍ଲକ କନେକ ପୁର ଗ୍ରାମରେ ବୟନ ଶିଳ୍ପ ବିଭାଗ ଓ ଚନ୍ଦ୍ରଚୁଡ ତନ୍ତୁବାୟ ସହଯୋଗ ସମିତି ଆନୁକୁଲ୍ୟରେ ଉଦଘାଟିତ ହୋଇ ଯାଇଛି l ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଇ ମାସିଆ ସୁତା ରଙ୍ଗ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବରେ କର୍ମ ନିୟୋଜନ ଅଧିକାରୀ ହେମନ୍ତ ତିବାରୀ, ବୟନ ତତ୍ବାବଧାରକ ଦେବେନ୍ଦ୍ର ଭୋଇ, ବୈଷୟିକ ସହାୟକ ଅଶୋକ ମେହେର, ସୌମ୍ୟ ରଞ୍ଜନ ସାହୁ ମଞ୍ଚାସୀନ ଥିଲେ l