This browser does not support the video element.
କେନ୍ଦୁଝର ସହର: ଚିନାମାଳିପଶି ଗ୍ରାମରେ ଝିଆରୀଙ୍କୁ ବଞ୍ଚାଇବାକୁ ଯାଇ ବଡ ବାପାଙ୍କ ଗଲା ଜୀବନ, କକା ଗୁରୁତର
Kendujhar Town, Kendujhar | Aug 25, 2025
କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଗ୍ରାମର ତଣ୍ଡିଆ ସାହିରେ ସଝିଆରୀ ଲୁଗା ଶୁଖାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ବଡବାପାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଦୁର୍ଯ୍ୟୋଧନ ବେହେରା । ଝିଆରୀ ଅଞ୍ଜଳି ବେହେରା ଓ ତାଙ୍କ କକା ଦୁଃଶାସନ ବେହେରା ଗୁରୁତର ଅଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଅଞ୍ଜଳି ଘର ବାହାରେ ଥିବା ତାରରେ ଲୁଗା ଶୁଖାଉ ଥିବା ସମୟରେ ଜିଆଇ ତାରଟି କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍