Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାଦାମବାଡ଼ି ଲିଙ୍କ ରୋଡ ରାସ୍ତାରେ ଯୁବକଙ୍କ କଟା ଗୋଡ଼ ମିଳିବା ଘଟଣାରେ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଅଫିସରେ ସ୍ପଷ୍ଟୀକରଣ ଦେଲେ ଡିସିପି

Cuttack M Corp PS, Cuttack | Sep 6, 2025
କଟକ ବାଦାମବାଡ଼ି ଲିଙ୍କ ରୋଡ ରାସ୍ତାରେ ଯୁବକଙ୍କ କଟା ଗୋଡ ମିଳିବା ଘଟଣାରେ ସ୍ପଷ୍ଟୀକରଣ ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ। ହଣାକଟା ନୁହେଁ ବରଂ ସଡ଼କ ଦୁର୍ଘଟଣା ଯୋଗୁଁ କଟିଛି ଯୁବକଙ୍କ ଗୋଡ଼। ଗୋପାଳପୁର ଅଞ୍ଚଳର ଫୁଲ ବ୍ୟବସାୟୀ ରାଜେନ୍ଦ୍ର ପ୍ରଧାନଙ୍କ କଟିଛି ଏହି ଗୋଡ଼। ଏ ନେଇ ଶନିବାର ସନ୍ଧ୍ୟା ୫ ଟା ସମୟରେ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଅଫିସରେ ନିଜ ପ୍ରତିକ୍ରିୟାରେ ସ୍ପଷ୍ଟୀକରଣ ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ।
Read More News
T & CPrivacy PolicyContact Us