This browser does not support the video element.
ମୋହନା: ବନ ବିଭାଗ ପକ୍ଷରୁ ମୋହନା ଗୋଚ୍ଛାଗୁଡା ଗାଁ ରୁ ଦୁଇ ବାଘ ଦାନ୍ତ ଓ ଧନୁ ତୀର ସହ ଦୁଇ ଶିକାରୀ ଗିରଫ।
Mohana, Gajapati | Sep 2, 2025
ଗଜପତି ଜିଲ୍ଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ମାନେ ହେଲେ ଗୋଛଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ।ସେମାନଙ୍କ ଠାରୁ ୨ ଟି ବାଘ ଦାନ୍ତ, ଗୋଟିଏ ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ I ଗତ କିଛି ଦିନ ଦିନ ତଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବନବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା। ଯାହାକୁ ନେଇ ଆଜି ଦିନ ୧୨ ଘଣ୍ଟ ସମୟରେ ସୂଚନା ଦିଆ ଯାଇଛି।