Download Now Banner

This browser does not support the video element.

କଣ୍ଟାମାଳ: ବୌଦ୍ଧ ଡିଭିଜନ୍ ସମବାୟ ସମିତି ସମୁହର ଉପ ନିବନ୍ଧକଙ୍କୁ ନିଲମ୍ବନ କଲେ ସରକାର

Kantamal, Boudh (Bauda) | Aug 21, 2025
ଗୁରୁବାର ରାଜ୍ୟ ସରକାରଂକ ସମବାୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଡିଭିଜନ୍ ସମବାୟ ସମିତି ସମୁହର ଉପ ନିବନ୍ଧକଙ୍କୁ ଗିରିଶ ଚନ୍ଦ୍ର ପୁରୋହିତଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି | ରାଜ୍ୟରେ ଚାଷୀ ଧାନ ପଂଜିକରଣ ଚାଲିଥିବା ବେଳେ ମିଛ କାରଣ ଦର୍ଶାଇ ଛୁଟି ଆବେଦନ କରି ବୌଦ୍ଧ ଓ ସୋନପୁର ଜିଲ୍ଲାର 3 ଜଣ ଲେଖାଏଁ ସମବାୟ ସମିତି ସମ୍ପାଦକଙ୍କ ସହ ଶ୍ରୀ ପୁରୋହିତ ଥାଇଲାଣ୍ଡ ବୁଲି ଯାଇଥିଲେ l
Read More News
T & CPrivacy PolicyContact Us