This browser does not support the video element.
ଅନୁଗୋଳ: ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କଲେ ରୀତାରାଣୀ ଦାସ
Anugul, Angul | Sep 8, 2025
ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଜିଲ୍ଲାପରିଷଦ ସଭ୍ୟ। ବହୁବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ଆଜି ବାଧ୍ୟ ହୋଇ ଆମରଣ ଅନଶନରେ ବସିଛନ୍ତି ୨୦ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ରିତାରାଣୀ ଦାସ। ମିଳିଥିବା ଖବର ଅନୁସାରେ ଦୀର୍ଘଦୀନ ହେବ R.W.S.S ଏବଂ NCC କମ୍ପାନୀ ୨୦ନଂ ଜୋନ୍ ଜିଲ୍ଲା ପରିଷଦ ଅଞ୍ଚଳରେ ପିଇବା ପାଣି ଯୋଗାଇବାରେ ଯଥେଷ୍ଟ ଅବହେଳା କରୁଛି । ଯାହା ଫଳରେ ଅଞ୍ଚଳବାସୀ ପିଇବା ପାଣି ପାଇଁ କୂଅ, ପୋଖରୀ, ନାଳର ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟ କେତେକ ଯାଗାରେ ଜଳର ଉତ୍ସ ନଥିବାରୁ ଘୋ