Download Now Banner

This browser does not support the video element.

ପଟ୍ଟାଙ୍ଗୀ: ରାହୁଲ ଗାନ୍ଧିଙ୍କ ବିରୋଧରେ ଜଗନ୍ନାଥ ମନ୍ଦିର ଛକରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

Pottangi, Koraput | Aug 31, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଙ୍କ ବିରୋଧରେ ରାହୁଲ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଯୋଗରେ କୋରାପୁଟ ବିଜେପି ପକ୍ଷରୁ ରବିବାର ଅପରାହ୍ନ ୪ଟା ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦରଭଙ୍ଗା ରାଲିରେ ରାହୁଲ ଗାନ୍ଧୀ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ପରେ ସାରା ଦେଶରେ ବିଜେପି ପକ୍ଷରୁ ବଡ ଧରଣର ପ୍ରତିବାଦ କରାଯାଉଛି । ଏହି ଅବସରରେ କୋରାପୁଟ ଜଗନ୍ନାଥ ମନ୍ଦିର ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାହୁଲ ଗାନ୍ଧିଙ୍କ ଫଟୋଚିତ୍ର ଦାହ କରିଥିଲେ।
Read More News
T & CPrivacy PolicyContact Us