Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଡାହାଣୀଗଢ଼ିଆ ସ୍ଥିତ ଭଦ୍ରକ ଟ୍ରକ ଓନର୍ସ ସିଣ୍ଡିକେଟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।ପ୍ରତିକ୍ରିୟା ରଖିଲେ ସଭାପତି।

Bhadrak Rural, Bhadrak | Sep 21, 2025
ଡାହାଣୀଗଢ଼ିଆ ସ୍ଥିତ ଭଦ୍ରକ ଟ୍ରକ ଓନର୍ସ ସିଣ୍ଡିକେଟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ। ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ବିଶ୍ଵକର୍ମା ପୂଜା ପରେ ପରେ ଟ୍ରକ ଓନର୍ସ ସିଣ୍ଡିକେଟ ତରଫରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us