This browser does not support the video element.
କଣ୍ଟାମାଳ: ଶଗଡା ପ୍ୟାକ୍ସ ସମ୍ପାଦକ ଗଞ୍ଜେଇ ଚାଲାଣ ମାମଲାରେ ଜେଲ ଯିବା ପରେ ନିଲମ୍ବନ କଲା ପରିଚାଳନା କମିଟି
Kantamal, Boudh (Bauda) | Aug 26, 2025
ମଙ୍ଗଳବାର ଦିନ ଗଞ୍ଜାଇ ଚାଲାଣ ମାମଲାରେ ଶଗଡା ପାକ୍ସ ସମ୍ପାଦକ ଜେଲ ଯାଇଥିବା ଘଟଣା ସାମାଜିକ ଗଣ ମାଧ୍ୟମରେ ପ୍ରଚାରିତ ହେବା ପରେ ସମିତି ପରିଚାଳନା କମିଟି ସମ୍ପାଦକଙ୍କୁ ନିଲମ୍ବନ କରିଛି | ଆଜି ଶଗଡା ପାକ୍ସ ସଭାପତି ନିଲମ୍ବନ କରିଥିବା ବୌଦ୍ଧ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କୁ ସୂଚନା ଦେଉଛନ୍ତି l ଶଗଡା ପାକ୍ସ ସମ୍ପାଦକ ଗଞ୍ଜାଇ ଚାଲାଣ ମାମଲାରେ ମଧ୍ୟ ପ୍ରଦେଶ ରାଜ୍ୟ ଜବଲପୁର ଠାରେ ଗିରଫ ହୋଇଥିବା ସାମାଜିକ ଗଣ ମାଧ୍ୟମରେ ପ୍ରଚାରିତ ହେବା ପରେ ନିଲମ୍ବନ୍ ପାଇଁ ସହକାରୀ ନିବନ୍ଧକ ନିର୍ଦ୍ଦେଶ ଦେଇଥିଲେ |