Install App
bargaon
This browser does not support the video element.
ରାଜଗାଙ୍ଗପୁର: ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗ୍ରସ୍ତ ପୁର୍ବରୁ ଖତକୁରବାହାଲ ଗ୍ରାମରୁ କୁତ୍ରା ବ୍ଳକ ଯୁବ କଂଗ୍ରେସ ସଭାପତି ଅଟକ
Rajagangapur, Sundargarh | Sep 27, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁତ୍ରା ବ୍ଳକର ଖତକୁରବାହାଲ ଗ୍ରାମରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ଙ୍କ ଗ୍ରସ୍ତ ପୁର୍ବରୁ କୁତ୍ରା ବ୍ଳକ କଂଗ୍ରେସ ଯୁବ ସଭାପତି ଙ୍କୁ କୁତ୍ରା ପୋଲିସ ଥାନା କୁ ଆଣି ଅଟକ ରଖିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟି ରେ ରଖି ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଉଥିବା ପ୍ରକାଶ।
Share
Read More News
T & C
Privacy Policy
Contact Us
Your browser does not support JavaScript!