This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ଜେଏମପି ମଡେଲ ସ୍କୁଲ ଠାରେ ରବିବାର ୬ଟାରେ ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ
Kamakshyanagar, Dhenkanal | Sep 7, 2025
କାମାକ୍ଷାନଗର ଜେଏମପି ମଡେଲ ସ୍କୁଲ ଠାରେ ରବିବାର ୬ଟାରେ ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ଉପସ୍ଥିତ ରହିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।କାମାକ୍ଷାନଗର ସହର ସ୍ଥିତ ଜେଏମପି ମଡେଲ ସ୍କୁଲ ଠାରେ ରବିବାର ଦ୍ୱିତୀୟ ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଢେଙ୍କାନାଳ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ଆୟୋଜିତ ଏହି ଦିନିକିଆ ପ୍ରତିଯୋଗିତା ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ପ୍ରତିଯୋଗୀ ମାନେ ଭାଗନେଇଥିଲେ l ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ ।