This browser does not support the video element.
କୋରାପୁଟ ସହର: ସୁନାବେଡ଼ା ପୈାର ପରିଷଦର ୱାର୍ଡ ୧୮ରେ ଦୁଇଟି ରାସ୍ତା ନିର୍ମାଣ ପ୍ରକଳ୍ପର ଭୂମି ପୂଜନ କଲେ ମୁନସିପାଲଟି ଚେୟାରମେନ
Koraput Town, Koraput | Aug 21, 2025
କୋରାପୁଟ ଜିଲ୍ଲାର ସୁନାବେଡ଼ା ପୈାର ପରିଷଦର ୱାର୍ଡ ୧୮ରେ ଦୁଇଟି ଫେବର ବ୍ଳକ ରାସ୍ତା ନିର୍ମାଣ ପ୍ରକଳ୍ପର ଭୂମି ପୂଜନ କଲେ ମୁନସିପାଲଟି ଚେୟାରମେନ ଡଃ ରାଜେନ୍ଦ୍ର ପାତ୍ର। ଦିର୍ଘ ଦିନର ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ଦୁଇଟି ରାସ୍ତା ନିର୍ମାଣ କାର୍ଯ୍ୟ ଭୂମି ପୂଜନ କରାଯାଇଛି। ଆଜି ଦିନ ୩ଘଣ୍ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ମମତା ରୟ ସହ ନିର୍ବାହୀ ଯନ୍ତ୍ରୀ ମନୋଜ ପାତ୍ର ସହ କନିଷ୍ଠ ଯନ୍ତ୍ରୀ ଅରୁଣ ନାୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।