This browser does not support the video element.
ପୋଲସରା: ଘୋଡ଼ାପଲାଣ ଠାରେ ଆୟୋଜିତ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଙ୍କ ସର୍ଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ରେ ଯୋଗଦେଲେ ମନ୍ତ୍ରୀ
Polasara, Ganjam | Sep 30, 2025
ଗଞ୍ଜାମ ଜିଲ୍ଲା ପୋଲସରା ର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ l ଏହି ଅବସରରେ ପୂର୍ବତନ ବିଧାୟକ ଙ୍କ ପୈତୃକ ଗ୍ରାମ ଘୋଡ଼ାପଲାଣ ଠାରେ ରକ୍ତଦାନ ଶିବିର ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସ୍ୱର୍ଗତ ପୂର୍ବତନ ବିଧାୟକ ଙ୍କ ପୁତ୍ର ଦୀପକ ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ତାଙ୍କ ବାସଭବନକୁ ଯାଇ ସ୍ଵର୍ଗତଃ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ବର୍ତ୍ତମାନ ର ପୋଲସରା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l