Download Now Banner

This browser does not support the video element.

ବୌଦ୍ଧ ସଦର: ସାନକରଡ଼ି ଗ୍ରାମରେ ବେଆନ ମଦ ତିଆରି ଆଡାରେ ଜିଲ୍ଲା ଅବକାରୀ ମୋବଇଲ ସ୍କ୍ୱାର୍ଡର ଚଢ଼ାଉ ୩୦୦କେଜି ପୋଚକୁ ନଷ୍ଟ

Baudh Sadar, Boudh (Bauda) | Aug 31, 2025
ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଅବକରି ମୋବାଇଲ ସ୍କ୍ୱାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ସାନକରଡ଼ି ଗ୍ରାମରେ ଦେଶି ମହୁଲି ମଦକୁ ବେଆନ ଭରେ ତିଆରି ଚାଲିଥିବା ନେଇ l ଆଜି ମଧ୍ୟାନ୍ହ ପାଖପାଖି ୧୨.୩୦ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆସାମୀ ମାନେ ଫେରାର ମାରିଥିବା ବେଳେ ଘଟଣା ସ୍ତଳରୁ ୩୦୦କେଜି ମହୁଲ ପୋଚକୁ ଜବତ କରିବା ସହିତ ନଷ୍ଟ କରିଛନ୍ତି l ଅଧୀକ ତଦନ୍ତ ଜାରି ରଖି ୧୦୫/୨୫-୨୬ରେ ମାମଲା ରୁଜୁ
Read More News
T & CPrivacy PolicyContact Us