This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣିଲେ ବିଧାୟକ
Jharsuguda, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣିଲେ ବିଧାୟକ l ଆଜି ଗୁରୁବାର ପୂର୍ବାହ୍ନ ୧୧ ଟା ୩୦ ରୁ ୨ ଟା ୩୦ ଯାଏଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ବାସୀଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ ଶୁଣିଛନ୍ତି l ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରୁ ଲୋକେ ପହଁଚି ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ନିଜ ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ବିଷୟରେ ଅବଗତ କରାଇ ଏହାର ସମାଧନ ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି l