Download Now Banner

This browser does not support the video element.

ପାରଳାଖେମୁଣ୍ଡି: ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ସହୀଦ ସ୍ତମ୍ଭ ଠାରେ ଜାତୀୟ ବନ ସହିଦ ଦିବସ ପାଳିତ

Paralakhemundi, Gajapati | Sep 11, 2025
ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ସହୀଦ ସ୍ତମ୍ଭ ଠାରେ ଜାତୀୟ ବନ ସହିଦ ଦିବସ ପାଳିତ । ଜାତୀୟ ବନ ସହୀଦ ଦିବସ ଅବସରରେ ଗୁରୁବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ସହୀଦ ସ୍ତମ୍ଭ ଠାରେ ବନଖଣ୍ଡ ପକ୍ଷରୁ ଆଜି ଜାତୀୟ ବନ ସହିଦ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅଣ ଗେଜେଟେଡ୍ ବନ କର୍ମଚାରୀ ଙ୍କ ସମେତ ବନଖଣ୍ଡ ଅଧିକାରୀ କେ. ନାଗରାଜୁ, ଏସିଏଫଓ ସାଇନିଶ୍ରୀ ଦାସ, ଏସିଏଫଓ ଅରୁଣ କୁମାର ସାହୁ ଏବଂ ଡିଭିଜନର ତିନୋଟି ରେଞ୍ଜର ଓ ସେହି ବନାଞ୍ଚଳର କର୍ମଚାରୀ ମାନେ ଯୋଗ ଦେଇ ପରିସରରେ ଥିବା ସହୀଦ ସ୍ତମ୍ଭ ନିକ
Read More News
T & CPrivacy PolicyContact Us