Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଆଇନଜୀବୀ ହତ୍ୟା ଘଟଣା କୁ ନେଇ ଜିଲ୍ଲା କୋର୍ଟ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ପ୍ରଦାନ କଲା ଜିଲ୍ଲା ଓକିଲ ସଙ୍ଘ
Nabarangapur PS, Nabarangpur | Oct 8, 2025
ଆଇନଜୀବୀ ହତ୍ୟା ଘଟଣା କୁ ନେଇ ଜିଲ୍ଲା କୋର୍ଟ ରୁ ବାହାରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ପ୍ରଦାନ କଲା ଓକିଲ ସଙ୍ଘ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟଙ୍କ ହତ୍ୟା ନବରଙ୍ଗପୁର ଆଇନଜୀବୀ ସଂଘ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଏହାର ପ୍ରତିବାଦରେ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍ ବିଶ୍ୱଜିତ ବର୍ମନ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!