This browser does not support the video element.
କେନ୍ଦୁଝର ସହର: ନାଳରେ ବସେଇଥିବା ଛାଳପଟା ରୁ ମାଛ ଆଣିବାକୁ ଯାଇଥିବା ସମୟରେ କୈଣସି କାରଣରୁ ସିଲିପଦା ଠାରେ ଜଣେ ଯୁବକଙ୍କ ମୃତ୍ୟୁ
Kendujhar Town, Kendujhar | Sep 3, 2025
ନାଳରେ ବସେଇଥିବା ଛାଳପଟା ରୁ ମାଛ ଆଣିବାକୁ ଯାଇଥିବା ସମୟରେ କୈଣସି କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି କାରଣ ଅସ୍ପଷ୍ଟ ରହିଛି ପାଟଣା କେନ୍ଦୁଝରଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ସିଲିପଦା ପଞ୍ଚାୟତ ଅନ୍ତର୍ଗତ ସିଲିପଦା ଦେହୁରୀ ସାହିର ଅଗସ୍ତି ନାଏକ (୪୦) ଙ୍କ ମୃତ୍ୟୁ ଘଟିଛି ସୂଚନା ଅନୁଯାୟୀ ଗତକାଲି ରାତି ୩ ଟା ସମୟରେ ଘରୁ ବାହାରି ଅଗସ୍ତି ନାଏକ ସେ ଗାଁ ପାଖରେ ଥିବା ନାଳରେ ଛାଳପଟା ବସେଇ ଥିଲେ ରାତି ୩ ଟା ସମୟରେ ମାଛ ଆଣିବାକୁ ଯାଇଥିଲେ ସେଠାରୁ ଛାଳପଟା ରୁ ମାଛ ଆଣି ଘରକୁ ପଳେଇ ଆସି ଶୋଇପଡିଥିଲେ ଆଜି ସକାଳୁ ଅଗସ୍ତି ନାଏକ ଙ୍କ ଝିଅ ବାପା ଙ୍କୁ ଖାଇବା ପାଇଁ ଡ