Download Now Banner

This browser does not support the video element.

ମୋହନା: ରାଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଅଭିଭାବକ।

Mohana, Gajapati | Aug 25, 2025
ରାଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଆଜି ଦିନ ତିନି ଘଣ୍ଟ ସମୟରେ ଅଭିଭାବକ। ଏହି ବିଦ୍ୟାଳୟ ରେ ତିନୋଟି ଶିକ୍ଷକ ଥିବା ବେଳେ ସେଥିରୁ ମଧ୍ୟ ଜଣେ ଶିକ୍ଷକ କୁ ଅନ୍ୟତ୍ର ବଦଳି କରାଯାଇଛି। ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା ରେ ବହୁ ଅସୁବିଧା ହେଉଛି।
Read More News
T & CPrivacy PolicyContact Us