Download Now Banner

This browser does not support the video element.

ସୁନ୍ଦରଗଡ ସହର: ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

Sundargarh Town, Sundargarh | Aug 31, 2025
ଆଜି ଅଗଷ୍ଟ 31 ତାରିଖ ପୂର୍ବାହ୍ନ 11ଟାରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆରଏମସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସ୍ଥାନୀୟ ମଧୁସୂଦନ ମାର୍ଗ ଠାରୁ  ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଆରଏମସି କର୍ମଚାରୀ ଓ ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ। ରାଉରକେଲାବାସୀଙ୍କ ସେବାରେ ନିୟୋଜିତ ବିଭିନ୍ନ ଗାଡ଼ି ଗୁଡ଼ିକୁ ଏହି ଶୋଭାଯାତ୍ରାରେ ସାମିଲ କରାଯାଇଥିଲା। ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗ
Read More News
T & CPrivacy PolicyContact Us