This browser does not support the video element.
ଧରାକୋଟ: ଧରାକୋଟ ଗ୍ରାମରୁ ଚୋରୀ ଘଟଣାରେ ଚାରି ଗିରଫ, ବହୁ ସାମଗ୍ରୀ ଜବତ
Dharakote, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଗ୍ରାମର ସୁଦେସ୍ତ୍ନା ସାହୁଙ୍କ ଘରୁ ଜୁନ ମାସ ରେ କିଛି ଅଜଣା ବ୍ୟକ୍ତି ସିନ୍ଧୁକ ଭାଙ୍ଗି ଅଧ ତୋଳା ସୁନା, ରୂପା ସାମଗ୍ରୀ,ନଗଦ 5000 ଟଙ୍କା, ଲୁଗା ପଟା ସହ ଏକ ମୋବାଇଲ ଫୋନ ଚୋରି କରି ନେଇଥିଲେ । ଏ ସମ୍ପର୍କରେ ସୁଦେଶ୍ନା ସାହୁ ଧରାକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେସ ନମ୍ବର 235/25 ପ୍ରକାରେ ମାମଲା ରୁଜୁ କରାବା ସହ ତଦନ୍ତ ଜାରି ରଖିଥିଲେ । ବୈଷୟିକ ଦଳର ସହାୟତାରେ ଏହି କେସ ସହ ସଂପୃକ୍ତ ଚାରିଜଣ ଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି ।