Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାଆଡ଼ମ୍ବରରେ ସମ୍ବଲପୁରରେ ପପେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ ପାଳିତ

Sambalpur M, Sambalpur | Sep 5, 2025
ମହାଆଡ଼ମ୍ବରରେ ସମ୍ବଲପୁରରେ ପପେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ ପାଳିତ ହୋଇଛି। ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭକ୍ତି ଓ ଶ୍ରଦ୍ଧା ପୂର୍ବକ ଏହି ଦିନଟିକୁ ପାଳନ କରିଥାନ୍ତି। ସମ୍ୱଲପୁରରେ ମହାସମାରୋହରେ ଗଙ୍ଗାଧର ମଣ୍ଡପରେ ଏହା ପାଳିତ ହୋଇଛି। ମୋତିଝରଣ ମସଜିଦରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଭୁତାପଡ଼ା ଛକ, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର, ପୀର ବାବା ଛକ ଦେଇ ସହର ପରିକ୍ରମା କରିଥିଲା। ଶୋଭଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ସମୟରେ ମୁସଲମାନ ସମ୍ପ୍ରଦାୟଙ୍କ ତରଫରୁ ମିଠା ବଣ୍ଟନ କରାଯାଇଥିଲା। ପ୍ରତି ବର୍ଷ ଏହି ଉତ୍ସବକୁ ପାଳନ କରିବାକ
Read More News
T & CPrivacy PolicyContact Us